L e a r n i n g C o m p a n i o n

OKCL Olympiad Movement (Class VIII - IX)


  • OKCL Olympiad Movement (OOM) ହେଉଛି ଏକ state-level online competition ଯାହା Odishaର BSE ଅଧୀନରେ ପଢ଼ୁଥିବା Class 4–9 ର Odia medium School ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ।


    OKCL Olympiad Movement (OOM)ରେ participate କରି ଛାତ୍ରଛାତ୍ରୀମାନେ ମନେ ରଖି ପଢୁଥିବା ଛାତ୍ରଛାତ୍ରୀମାନଙ୍କଠାରୁ curious thinkers & confident achieversରେ ପରିଣତ ହୋଇ, ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ I


    ଏହାର ଲକ୍ଷ୍ୟ ହେଉଛି Mathematics ଓ Science ରେ ଛାତ୍ରଛାତ୍ରୀମାନଙ୍କର ବୁଝିବା ଶକ୍ତି ବଢ଼ାଇବା ସହିତ critical thinkingcreativity ଓ real-life ରେ ଜ୍ଞାନକୁ ବ୍ୟବହାର କରିବାର କ୍ଷମତା ବଢ଼ାଇ ଥାଏ । 

Benefits Image


Course Roadmap

Award

Pattern Image

Syllabus Image
Course period
Course Period
Please login to view quiz results.

₹ 423.73

Lectures

21

Quizzes

10

Skill level

Beginner

Expiry period

Lifetime

Related courses