Live Platform

OKCL Olympiad
Movement (OOM)

OKCL Olympiad Movement (OOM) ହେଉଛି Odishaର BSE ଅଧୀନରେ ପଢ଼ୁଥିବା Class 4–9 Odia Medium School ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ State-Level Online Competition। OOMରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନେ କେବଳ ମନେ ରଖି ପଢ଼ୁଥିବା ଶିକ୍ଷାର୍ଥୀ ନୁହେଁ, ବରଂ Curious Thinkers ଓ Confident Achievers ଭାବେ ନିଜକୁ ଗଢ଼ି ତୋଳି ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ। ଏହି ଆନ୍ଦୋଳନର ଲକ୍ଷ୍ୟ Mathematics ଓ Scienceରେ ବୁଝିବା ଶକ୍ତି ବଢ଼ାଇବା ସହିତ Critical Thinking, Creativity ଏବଂ Real-Life Problem Solving କ୍ଷମତାର ବିକାଶ କରିବା।

Top Picks

Featured Courses

Explore By Domain

Top Categories

New Arrivals

Latest Courses

Modern SaaS Footer

Page Title

Loading...