OKCL Olympiad Monthly Test ହେଉଛି ଏକ ମାସିକ ଅଭ୍ୟାସ ପରୀକ୍ଷା, ଯାହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ତାଙ୍କର Concept ଦୃଢ଼ କରିବାରେ, ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଏବଂ Problem Solving Skillରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ I
ନିୟମିତ Monthly Assessment ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଗ୍ରଗତି ଉପରେ track ରଖିପାରିବେ, Learning gap ଚିହ୍ନଟ କରିପାରିବେ ଏବଂ JNV, OAV, PMST ଏବଂ NMMS ଭଳି Competitive ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ।
ଅଧ୍ୟୟନ ସାମଗ୍ରୀ, କୁଇଜ୍ ଏବଂ ରିଅଲ୍-ଟାଇମ୍ ଫିଡ୍ବ୍ୟାକ୍ ସହିତ ଏହି ପରୀକ୍ଷା ଶିକ୍ଷାର୍ଥୀମାନଙ୍କୁ ପଢ଼ାଶୁଣାରେ ଅଗ୍ରଗତି କରିବା ଏବଂ ଭବିଷ୍ୟତ ପାଇଁ ପ୍ରତିଯୋଗିତାମୂଳକ ସାମର୍ଥ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ ।
21-Oct-2025
Nice Course
Write a public review