Mathematics and Science
Comprehensive question sets will be made available for practice on the Learning Companion Portal (Click Here)
The exam evaluates conceptual clarity, analytical abilities, and real-world application
Aligned with the BSE, Odisha curriculum for Mathematics and Science.
OKCL Olympiad Movement (OOM) ହେଉଛି ଏକ state-level online competition ଯାହା Odishaର BSE ଅଧୀନରେ ପଢ଼ୁଥିବା Class 4–9 ର Odia medium School ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ।
OKCL Olympiad Movement (OOM)ରେ participate କରି ଛାତ୍ରଛାତ୍ରୀମାନେ ମନେ ରଖି ପଢୁଥିବା ଛାତ୍ରଛାତ୍ରୀମାନଙ୍କଠାରୁ curious thinkers & confident achieversରେ ପରିଣତ ହୋଇ, ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ I
ଏହାର ଲକ୍ଷ୍ୟ ହେଉଛି Mathematics ଓ Science ରେ ଛାତ୍ରଛାତ୍ରୀମାନଙ୍କର ବୁଝିବା ଶକ୍ତି ବଢ଼ାଇବା ସହିତ critical thinking, creativity ଓ real-life ରେ ଜ୍ଞାନକୁ ବ୍ୟବହାର କରିବାର କ୍ଷମତା ବଢ଼ାଇ ଥାଏ ।
Discover what makes this course valuable for your learning journey.
Your step-by-step journey from beginner to professional.
Honoring our journey of excellence and innovation.
Plot No. 108/3607
Jaydev Vihar, Behind Pal Heights,
Bhubaneswar, Odisha-751013
+91 6743520021
help@okcl.org