ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ

ଅନ୍ତର୍ଭୁକ୍ତ ବିଷୟ

ଗଣିତ ଓ ବିଜ୍ଞାନ

ଅଭ୍ୟାସ ପାଇଁ ଉତ୍ସଗୁଡ଼ିକ

ଅଭ୍ୟାସ ପାଇଁ ବିସ୍ତୃତ ପ୍ରଶ୍ନ ସେଟ୍ ଲର୍ଣ୍ଣିଂ କମ୍ପାନିୟନ୍ ପୋର୍ଟାଲରେ (Click Here)ଉପଲବ୍ଧ ହେବ I

ମୂଲ୍ୟାଙ୍କନ ପରିସର

ଏହି ପରୀକ୍ଷା ଧାରଣା, ବିଶ୍ଳେଷଣାତ୍ମକ ଦକ୍ଷତା ଏବଂ ବାସ୍ତବ ଦୁନିଆର ପ୍ରୟୋଗକୁ ମୂଲ୍ୟାଙ୍କନ କରେ I

ପାଠ୍ୟକ୍ରମ

ଗଣିତ ଏବଂ ବିଜ୍ଞାନ ସିଲାବସ୍᠎᠎᠎ଟି ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସିଲାବସ୍᠎᠎᠎କୁ ଆଧାର କରି ପ୍ରସ୍ତୁତ କରାଯାଇଛି I

OKCL Olympiad Movement (Class IV - IX)

OKCL Olympiad Movement (OOM) ହେଉଛି ଏକ state-level online competition ଯାହା Odishaର BSE ଅଧୀନରେ ପଢ଼ୁଥିବା Class 4–9 ର Odia medium School ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ।

OKCL Olympiad Movement (OOM)ରେ participate କରି ଛାତ୍ରଛାତ୍ରୀମାନେ ମନେ ରଖି ପଢୁଥିବା ଛାତ୍ରଛାତ୍ରୀମାନଙ୍କଠାରୁ curious thinkers & confident achieversରେ ପରିଣତ ହୋଇ, ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ I

ଏହାର ଲକ୍ଷ୍ୟ ହେଉଛି Mathematics ଓ Science ରେ ଛାତ୍ରଛାତ୍ରୀମାନଙ୍କର ବୁଝିବା ଶକ୍ତି ବଢ଼ାଇବା ସହିତ critical thinking, creativity ଓ real-life ରେ ଜ୍ଞାନକୁ ବ୍ୟବହାର କରିବାର କ୍ଷମତା ବଢ଼ାଇ ଥାଏ ।

ପାଠ୍ୟକ୍ରମର ଉପକାରିତା

ଏହି ପାଠ୍ୟକ୍ରମ ଆପଣଙ୍କ ଶିକ୍ଷା ଯାତ୍ରାକୁ କିପରି ମୂଲ୍ୟ ଯୋଗାଉଛି ତାହା ଅନୁସନ୍ଧାନ କରନ୍ତୁ।

Course Benefits Image

Upgrade Your Skills

Gain practical knowledge, hands-on experience, and industry-ready certification.

ପାଠ୍ୟକ୍ରମ ଗତିପଥ

ଶିକ୍ଷାର ପ୍ରଥମ ପଦକ୍ଷେପରୁ ବୃତ୍ତିଗତ ସଫଳତା ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା।

Course Benefits Image

Upgrade Your Skills

Gain practical knowledge, hands-on experience, and industry-ready certification.

ପାଠ୍ୟକ୍ରମରେ କ'ଣ ଅଛି?

ଏକ ଦୃଷ୍ଟିରେ ଓଓଏମ୍ ଆନ୍ଦୋଳନ, ପରୀକ୍ଷା ପ୍ରଣାଳୀ, ଯୋଗ୍ୟତା ଏବଂ ପୁରସ୍କାରର ବିବରଣୀ ପାଆନ୍ତୁ I

ମେନୁ ସଂକ୍ଷିପ୍ତ ସୂଚନା

ଉଦ୍ଦେଶ୍ୟ

  • ଗଣିତ ଏବଂ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀମାନଙ୍କର ଧାରଣାକୁ ମୂଲ୍ୟାଙ୍କନ କରିବା I
  • ବାସ୍ତବ ଜୀବନରେ ଜ୍ଞାନକୁ କିପରି ପ୍ରୟୋଗ କରାଯିବ ସେ ସମ୍ବନ୍ଧରେ ଏକ ଧାରଣା ସୃଷ୍ଟି କରିବା I
  • ଅଭିନବ ପ୍ରଶ୍ନ ଢାଞ୍ଚା ମାଧ୍ୟମରେ ଉଚ୍ଚସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା I
ଉଦ୍ଦେଶ୍ୟ

ଯୋଗ୍ୟତା

  • ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହିତ ସଂଯୁକ୍ତ ଓଡ଼ିଆ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ଶ୍ରେଣୀ ଷଷ୍ଠ ରୁ ନବମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ ।
  • ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କ ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ଦେବେ I
ଯୋଗ୍ୟତା

ପରୀକ୍ଷା ସିଲାବସ୍

  • ଗଣିତ ଏବଂ ବିଜ୍ଞାନ ସିଲାବସ୍᠎᠎᠎ଟି ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସିଲାବସ୍᠎᠎᠎କୁ ଆଧାର କରି ପ୍ରସ୍ତୁତ କରାଯାଇଛି I
  • ଯୁକ୍ତିଯୁକ୍ତ ଏବଂ ବುଝିବା ଦକ୍ଷତା ବିକାଶ ପାଇଁ ପ୍ରସ୍ତୁତ ପ୍ରଶ୍ନଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ I
ପରୀକ୍ଷା ସିଲାବସ୍

ପରୀକ୍ଷା ପ୍ରଣାଳୀ

  • ମୋଡ୍: ଅନ୍𝅸𝅸𝅸ଲାଇନ୍, ଓକେସିଏଲ୍𝅸𝅸𝅸ର ଅଧିକୃତ ଶିକ୍ଷଣ କେନ୍ଦ୍ରରେ (ALCs) ଅନୁଷ୍ଠିତ ହେବ I
  • ଅବଧି: ୧ ଘଣ୍ଟା (୬୦ ମିନିଟ୍) I
  • ପ୍ରଶ୍ନର ପ୍ରକାର: ବିକଳ୍ପ ଚୟନ ପ୍ରଶ୍ନ (MCQs) I
ପରୀକ୍ଷା ପ୍ରଣାଳୀ

ପୁରସ୍କାର ଏବଂ ସ୍ୱୀକୃତି

  • ଜିଲ୍ଲା-ସ୍ତରୀୟ: ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଶ୍ରେଣୀର ଶ୍ରେଷ୍ଠ ୩ ଜଣ ଅଂଶୀଦାରଙ୍କୁ ନଗଦ ପୁରସ୍କାର ଦିଆଯିବ I ଶ୍ରେଷ୍ଠ ୧୦ ଜଣଙ୍କୁ ଡିଜିଟାଲ୍ କୁପନ୍ ଉପହାର ଦିଆଯିବ I
  • ରାଜ୍ୟ-ସ୍ତରୀୟ: ଗଣିତ ଏବଂ ବିଜ୍ଞାନରେ ଶ୍ରେଷ୍ଠ ତିନି ଜଣଙ୍କୁ ସ୍ୱର୍ଣ୍ଣ, ରୂପା ଏବଂ ବ୍ରୋଞ୍ଜ ପଦକ ପ୍ରଦାନ କରାଯିବ I
  • ଯେଉଁ ବିଜେତାମାନେ ପୁରସ୍କାର ପାଇବେ ସେମାନଙ୍କ ନାମ ଓକେସିଏଲ୍ ୱେବ୍𝅸𝅸𝅸ସାଇଟ୍𝅸𝅸𝅸ରେ ଘୋଷଣା ହେବ I
ପୁରସ୍କାର ଏବଂ ସ୍ୱୀକୃତି

ସର୍ତ୍ତାବଳୀ

  • କେବଳ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଅଧୀନରେ ଥିବା ଓଡ଼ିଆ ମଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ I
  • ପ୍ରତ୍ୟେକ ଛାତ୍ରଛାତ୍ରୀ କେବଳ ନିଜ ଶ୍ରେଣୀ ପାଇଁ ପରୀକ୍ଷା ଦେଇପାରିବେ I
ସର୍ତ୍ତାବଳୀ