ଓକେସିଏଲ୍ ଅଲିମ୍ପିଆଡ୍ ମୁଭ୍ମେଣ୍ଟ୍ (OOM) ହେଉଛି ଏକ ନୂତନ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ଯାହା, ଗଣିତ ଏବଂ ବିଜ୍ଞାନରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ପରୀକ୍ଷା କରିବା ସହିତ ଦକ୍ଷତାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛି I
ଓକେସିଏଲ୍ ଅଲିମ୍ପିଆଡ୍ ମୁଭ୍ମେଣ୍ଟ୍ (OOM) ହେଉଛି ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଯାହା ଶିକ୍ଷାର୍ଥୀମାନଙ୍କର ଗଣିତ ଏବଂ ବିଜ୍ଞାନରେ ଥିବା ଦକ୍ଷତାକୁ ପରୀକ୍ଷା କରିବା ସହ ସେହି ଦକ୍ଷତାକୁ ବିକାଶ କରିବାର ଲକ୍ଷ୍ୟ ରଖିଛି ।
ଗଣିତ ଏବଂ ବିଜ୍ଞାନ
ଓକେସିଏଲ୍ ଅଲିମ୍ପିଆଡ୍ ମୁଭ୍ମେଣ୍ଟ୍ରେ (OOM) ଷଷ୍ଠ ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ I
ଅଭ୍ୟାସ ପାଇଁ ବିସ୍ତୃତ ପ୍ରଶ୍ନ ସେଟ୍ ଲର୍ଣ୍ଣିଂ କମ୍ପାନିୟନ୍ ପୋର୍ଟାଲରେ (https://lc.okcl.co.in/home/ostse) ପାଇପାରିବେ I
ପରୀକ୍ଷା ଅନ୍ଲାଇନ୍ ମୋଡ୍ରେ କରାଯିବ I
୧ ଘଣ୍ଟା
ବିକଳ୍ପ ଚୟନ ପ୍ରଶ୍ନ
ଓକେସିଏଲ୍ର ଅଧିକୃତ ଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହେବ I
ଶ୍ରେଷ୍ଠ ୧୦ଜଣଙ୍କୁ ଏଲ୍ସି ପ୍ଲାଟ୍ଫର୍ମ୍ରେ ଇ-ସ୍କୁଲ ପାଠ୍ୟକ୍ରମକୁ ଆକ୍ସେସ୍ ପାଇଁ ଡିଜିଟାଲ୍ କୁପନ୍ ଉପହାର ଦିଆଯିବ I
ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ତିନି ଜଣଙ୍କୁ ସ୍ୱର୍ଣ୍ଣ, ରୂପା ଏବଂ ବ୍ରୋଞ୍ଜ ପଦକ ପ୍ରଦାନ କରାଯିବ I
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଅଧୀନରେ ଥିବା ଓଡ଼ିଆ ମଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ I
ଓକେସିଏଲ୍ ଅଲିମ୍ପିଆଡ୍ ପରୀକ୍ଷାର ସିଲାବସ୍ଟି ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସିଲାବସ୍କୁ ଆଧାର କରି ପ୍ରସ୍ତୁତ କରାଯାଇଛି I
ପ୍ଲଟ୍ ନଂ - ୧௦୮/ ୩୬௦୭,
ଜୟଦେବ ବିହାର, ପାଲ୍ ହାଇଟସ୍ ପାଖ
ଭୁବନେଶ୍ୱର, ଓଡ଼ିଶା,
ପିନ୍ କୋଡ୍ – ୭୫୧୦୧୩
+୯୧ ୬୭୪୩୫୨୦୦୨୧
help@okcl.org