Loading...

ପ୍ରଶ୍ନ ଓ ଉତ୍ତର

ଓ.କେ.ସି.ଏଲର ଇସ୍କୁଲ(eSchool) ହେଉଛି ଓଡିଆ ମାଧ୍ୟମ ବିଦ୍ୟାଳୟର ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଡିଜିଟାଲ ପାଠ୍ୟକ୍ରମ | ଯାହା ଛାତ୍ରଛାତ୍ରୀଙ୍କ ପାଠପଢା କୁ ସହଜ ଓ ସରଳ କରିଥାଏ।

ଇସ୍କୁଲ(eSchool) ଓଡିଆ ମାଧ୍ୟମ ବିଦ୍ୟାଳୟର ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ।

ଇସ୍କୁଲ(eSchool)କୁ Web browser ( www.lc.okcl.co.in) ଓ OKCL Learning Companion Android app (Google Play store) ରେ ପାଇପାରିବେ।

  • ଉତ୍କୃଷ୍ଟ ଓ ଉନ୍ନତ ମାନର ମଲ୍ଟିମିଡିଆ ଇ-କଣ୍ଟେଣ୍ଟ (eContent)
  • ସମସ୍ତ ବିଷୟ ପାଇଁ ଆସେସମେଣ୍ଟ୍ ଟେଷ୍ଟ (ପ୍ରଶ୍ନାବଳୀ) ତଥା ପଠନ ସାମଗ୍ରୀ (Reading Material / eBook)ରହିଛି
  • ଛାତ୍ରଛାତ୍ରୀମାନଙ୍କର ପାଠପଢାର ଇଚ୍ଛା ଓ ଆଗ୍ରହକୁ ସମୃଦ୍ଧ ଆଉ ସଶକ୍ତ କରିଥାଏ
  • ସରଳ ଭାଷାରେ ଉପସ୍ଥାପନା ଓ ବ୍ୟାଖ୍ୟା
  • ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ
  • ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ
  • BSE ଓ SCERT ବିଶେଷଜ୍ଞମାନଙ୍କ ଦ୍ୱାରା ପରୀକ୍ଷିତ
  • ୱେବ ବ୍ରାଉଜର ଓ ଆଣ୍ଡ୍ରଏଡ ଆପ୍ ମାଧ୍ୟମରେ ଉପଲବ୍ଧ
  • ବିଷୟବସ୍ତୁ ଭିତିକ ପ୍ରଶ୍ନାବଳୀ ଓ ଅଭ୍ୟାସ
  • ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ଓ ଫଳାଫଳ ପାଇଁ ସହାୟକ
  • ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ
  • ସମସ୍ତ ବିଷୟବସ୍ତୁର ଇ-ବୁକ୍(eBook) ଉପଲବ୍ଧ

ଇସ୍କୁଲ(eSchool)କୁ Web browser ଓ Android appରେ ପାଇପାରିବେ।

Option 1 - Web Browser

  1. Step 1 - Web browser କୁ ଯାଇ www.lc.okcl.co.in କୁ visit କରିବେ।
  2. Step 2 - eSchool menu ଟି ଦେଖାଯିବ।
  3. Step 3 - ଛାତ୍ରଛାତ୍ରୀମାନେ ନିଜର ଆବଶ୍ୟକ ଅନୁଯାଇ ଶ୍ରେଣୀକୁ ଚୟନକରି, ନିଜକୁ Learning Companion (Web Portal) ରେ ପଞ୍ଜୀକୃତ କରି Payment କରିପାରିବେ।

କିମ୍ବା

Option 2 - Android App

  1. Step 1 - Google Playstoreରୁ “OKCL Learning Companion App” କୁ ଡାଉନକଲାଡ କରନ୍ତୁ।
  2. Step 2 - eSchool menu ଟି ଦେଖାଯିବ।
  3. Step 3 - ଛାତ୍ରଛାତ୍ରୀମାନେ ନିଜର ଆବଶ୍ୟକ ଅନୁଯାଇ ଶ୍ରେଣୀକୁ ଚୟନକରି, Payment କରିପାରିବେ।

  • ଉତ୍କୃଷ୍ଟ ଓ ସମୃଦ୍ଧ ଭିଜୁଆଲ୍ ବିଷୟବସ୍ତୁ କଣ୍ଟେଣ୍ଟ ପଢିପାରିବେ
  • ନିଜର ବୁଝିବା ଓ ଦକ୍ଷତା ଅନୁଯାଇ କଣ୍ଟେଣ୍ଟକୁ ବାରମ୍ବାର ଦେଖିବାର ସୁବିଧା ରହିଛି
  • ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ରଭାବେ ନିଜ ସୁବିଧା ଅନୁଯାଇ ପାଠ ପଢିପାରିବେ
  • ଗଣିତ ଓ ବିଜ୍ଞାନରେ ଅନ୍ତର୍ଭୂକ୍ତ ଜଟିଳ ବିଷୟବସ୍ତୁକୁ କାହାଣୀ ମାଧ୍ୟ୍ୟମରେ ସରଳ ଭାଷାରେ ଉପସ୍ଥାପନା ଓ ବ୍ୟାଖ୍ୟା କରାଯାଇଛି
  • ବିଷୟବସ୍ତୁ ଭିତ୍ତିକ ପ୍ରଶ୍ନାବଳୀ ଓ ଅଭ୍ୟାସ ଦିଆଯାଇଛି
  • BSE ଓ SCERT ବିଶେଷଜ୍ଞମାନଙ୍କ ଦ୍ୱାରା ଆଦୃତ ହୋଇଛି

  • ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାର ଇଚ୍ଛା ଓ ଆଗ୍ରହକୁ ଏହା ସମୃଦ୍ଧ ଆଉ ସଶକ୍ତ କରିଥାଏ I ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ସାହାଯ୍ୟ କରେ I ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ରଭାବେ ନିଜ ସୁବିଧା ଅନୁଯାଇ ପାଠ ପଢିପାରିବେ
  • ନିଜର ବୁଝିବା ଓ ଦକ୍ଷତା ଅନୁଯାଇ କଣ୍ଟେଣ୍ଟକୁ ବାରମ୍ବାର ଦେଖିବାର ସୁବିଧା ରହିଛି
  • ପାଠପଢ଼ା ସହିତ ପିଲାମାନଙ୍କର ଅନ୍ୟ ଦିଗରୁ ଜ୍ଞାନ ଆହରଣ ସୁବିଧା ଅଛି I ଏହା ପିଲାମାନଙ୍କର ଆତ୍ମବିଶ୍ଵାସକୁ ବିକଶିତ କରେ

ସମସ୍ତ ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର ଦିଆଯାଇଛି I ଏହା ବ୍ୟତୀତ ଅତିରିକ୍ତ ପ୍ରଶ୍ନାବଳୀ ର ବ୍ୟବସ୍ଥା ଅଛି I

ଇସ୍କୁଲ(eSchool)ରେ ପିଲାମାନେ କୁଇଜ଼ ଓ ବିଭିନ୍ନ ପ୍ରକାର ପ୍ରଶ୍ନ-ଉତ୍ତର ମାଧ୍ୟମରେ ନିଜର ବିଷୟବସ୍ତୁ ସମ୍ବଳିତ ଜ୍ଞାନର ମୂଲ୍ୟାଙ୍କନ କରିପାରିବେ।

ଛାତ୍ରଛାତ୍ରୀମାନେ ନାମ ଏନରୋଲ କରି ଇସ୍କୁଲ(eSchool) କିଣିଥିବା ଦିନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

ଗଣିତ ଓ ବିଜ୍ଞାନରେ ଅନ୍ତର୍ଭୁକ୍ତ ଜଟିଳ ବିଷୟବସ୍ତୁକୁ କାହାଣୀ ମାଧ୍ୟମରେ ସରଳ ଭାଷାରେ ଉପସ୍ଥାପନା ଓ ବ୍ୟାଖ୍ୟା କରାଯାଇଛି ।

ଇସ୍କୁଲ(eSchool) zero hour content ହେଉଛି ପାଠ୍ୟ ଖସଡ଼ା ବ୍ୟତୀତ ସାଧାରଣ ଜ୍ଞାନର ବିକାଶପାଇଁ ଅନ୍ୟ ବିଷୟବସ୍ତୁ ଦିଆଯାଇଛି।

ଇସ୍କୁଲ(eSchool)ରେ ପାଠ୍ୟ ଖସଡ଼ା ସହିତ ବିଭିନ୍ନ ପ୍ରକାର କ୍ୟୁଇଜ ଓ ପ୍ରଶ୍ନଉତ୍ତର, ସ୍ପୋକେନ ଇଂଲିଶ (Spoken English), zero hour content, Hard spot ଇତ୍ୟାଦି ରହିଛି

ହଁ ଅଛି, ଏବଂ ନମ୍ବରଟି ହେଲା: 0674-3520021 ଓ ଆମ ସମ୍ପର୍କ କେନ୍ଦ୍ର ସୋମବାର ରୁ ଶୁକ୍ରବାର ସକାଳ ୯:୩୦ ଘଟିକା ରୁ ସନ୍ଧ୍ୟା ୭:୦୦ ଘଟିକା ପର୍ଯ୍ୟନ୍ତ ଖୋଲାଥାଏ
Download FAQ as PDF