ଏହି କଣ୍ଟେଣ୍ଟ୍ ଗୁଡ଼ିକ ରାଜ୍ୟ ବୋର୍ଡ଼ର ପାଠ୍ୟକ୍ରମ ସହିତ ସମାନ୍ତରାଳ ଭାବରେ ବିଶେଷଜ୍ଞଙ୍କ ଦ୍ୱାରା ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି
ପ୍ରତ୍ୟେକ ଅଧ୍ୟାୟ ବୁଝିବା ପାଇଁ ଶିକ୍ଷାର୍ଥୀଙ୍କ ନିମନ୍ତେ ଏକାଧିକ କ୍ୟୁଇଜ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି
ଗଣିତ ଓ ବିଜ୍ଞାନରେ ଅନ୍ତର୍ଭୂକ୍ତ କଠିନ ବିଷୟବସ୍ତୁକୁ କାହାଣୀ ମାଧ୍ୟ୍ୟମରେ ସରଳ ଭାଷାରେ ଉପସ୍ଥାପନା ଓ ବ୍ୟାଖ୍ୟା କରାଯାଇଛି
ଆମ ସହାୟତା ଟିମ ଆପଣଙ୍କୁ ସାହାଯ୍ୟ କରିବାପାଇଁ ତତ୍ପର ଥାନ୍ତି ଏବଂ ଆପଣ ଏକ ଉନ୍ନତ ମାନର ଶିକ୍ଷାର ଅନୁଭବ ଲାଭ କରିପାରିବେ
ଆଜିର ଏହି ଡିଜିଟାଲ ଯୁଗରେ ଶିକ୍ଷାକ୍ଷେତ୍ରର ଅଭିବୃଦ୍ଧି ଓ ନବୀନତା ଦ୍ୱାରା ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି । ଆମର ସ୍ଵପ୍ନ ହେଉଛି ସମସ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ଉନ୍ନତି ପାଇଁ ଏକ ମଜବୁତ ପ୍ଲାଟଫର୍ମ ଯୋଗାଇ ଦେବା ।
ଆମର ଇ-ସ୍କୁଲ କଣ୍ଟେଣ୍ଟ୍, ଯାହା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ପ୍ରସ୍ତୁତ, ବିଷୟବସ୍ତୁ ଉପରେ ଧାରଣା ସ୍ଥାପନ କରିବା ସହିତ ଶିକ୍ଷାରେ ଆଗ୍ରହ ବଢ଼ାଇବା ପାଇଁ ଆମର ଏହା ଏକ ଅଭିନବ ପ୍ରୟାସ ।
ଏଥିରେ ବିଭିନ୍ନ ଆନିମେସନ୍ ଗପ ଓ ଅଭ୍ୟାସ ନିମନ୍ତେ ବିକଳ୍ପ ଚୟନକାରୀ ପ୍ରଶ୍ନୋତ୍ତର ମଧ୍ୟ ରହିଛି, ଯାହା ଛାତ୍ରଛାତ୍ରୀମାନଙ୍କର ବୁଝିବାର କ୍ଷମତାକୁ ବୃଦ୍ଧି କରିବା ସହିତ ନୂତନ ଜ୍ଞାନର ସମୃଦ୍ଧ କରିବ । ଆସନ୍ତୁ, ଏହି ଡିଜିଟାଲ ଯୁଗରେ ଆମର ପରବର୍ତ୍ତୀ ପିଢ଼ିକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ମିଳିତ ଭାବରେ ଉଦ୍ୟମ କରିବା
ଆସନ୍ତୁ, କିଛି ଭିଡିଓ ଲର୍ଣ୍ଣିଂ ମ୍ୟାଟେରିଆଲ୍ ଦେଖିବା !
ଆପଣଙ୍କର ଶିକ୍ଷା ଯାତ୍ରାକୁ ଉତ୍ସାହବର୍ଦ୍ଧକ କରିବା ପାଇଁ ବିଭିନ୍ନ ରୋମାଞ୍ଚକ ପାଠ୍ୟକ୍ରମ ଅନ୍ଵେଷଣ କରନ୍ତୁ।
ଇ-ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ସମ୍ବନ୍ଧରେ ଆମର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କ ଠାରୁ ସଂକ୍ଷେପରେ..
ମୋର ପାଠପଢା ପାଇଁ ଇ-ସ୍କୁଲ ହେଉଛି ସର୍ବୋତ୍ତମ । ଭିଡିଓ କ୍ଲାସଗୁଡ଼ିକ ବାରମ୍ବାର ଦେଖି ପାରୁଛି ଏବଂ ମୋର ସନ୍ଦେହ ଦୂର କରିପାରୁଛି। ପ୍ରତିଦିନର ପ୍ରାକ୍ଟିସ ଟେଷ୍ଟ ଏବଂ ଅନଲାଇନ୍ ପ୍ରଶ୍ନ ବ୍ୟାଙ୍କ ମୋତେ ପରୀକ୍ଷା ପାଇଁ ଭଲ ଭାବରେ ସାହାଜ୍ୟ କରୁଛି।
Learning Companion App ରେ ସମସ୍ତ ବିଷୟ ଏବଂ ସ୍ୱଳ୍ପ ମୂଲ୍ୟର ଥିବା ରୁ ମୁଁ ମୋ ଝିଅ ର ଏଥିରେ ଆଡ୍ମିଶନ କରେଇଲି I ଏଥିରେ ମୋ ଝିଅର ପଢିବା ପ୍ରତି ଆଗ୍ରହ ବୃଦ୍ଧି ପାଉଥିବାର ମୁଁ ଦେଖିପାରୁଛି I ମୁଁ ଏବେ ପୁରା ସନ୍ତୁଷ୍ଟ ଓ ଟେନସନ ମୁକ୍ତ I
ମୁଁ ଅଷ୍ଟମ ଶ୍ରେଣୀର ଛାତ୍ର, OKCL ର ଇସ୍କୁଲ ମୋ ପାଠପଢ଼ାରେ ଅନେକ ପରିବର୍ତ୍ତନ ମୋ ଭବିଷ୍ୟ ଉଜ୍ଜ୍ଵଳ କରିପାରିଛି I ଅନଲାଇନ୍ କ୍ଲାସଗୁଡ଼ିକର ସୁବିଧା ମୋତେ ପାଠ ପଢିବା ସହ ସମାନ୍ତରାଳ ଭାବେ ଅନ୍ୟ ବିଷୟବସ୍ତୁ ଉପରେ ଅଧ୍ୟୟନ କରିବାରେ ସହାୟତା କରୁଛି।
ଏହି କୋଭିଡ ପରିସ୍ଥିତି ଲାଗି ମୋ ପୁଅ ଆୟୁଷର ପାଠ ପଢା ପ୍ରତି ମୁଁ ବହୁତ ଚିନ୍ତାରେ ଥିଲି, କିନ୍ତୁ OKCL ର eSchool ମୋତେ ମୋ ଚିନ୍ତାରୁ ମୁକ୍ତି ଦେଲା ଓ ପୁଅର ପାଠ ପଢ଼ାରେ ଅନେକ ସହାୟତା କରିଛି